18.1 C
Bhubaneswar
Friday, December 12, 2025
Homeଓଡିଶାଜଳିଗଲା ୨ ବାଣ ଦୋକାନ

ଜଳିଗଲା ୨ ବାଣ ଦୋକାନ

ଖଲ୍ଲିକୋଟ: ଜଳି ପାଉଁଶ ହୋଇଗଲା ୨ଟି ବାଣ ଦୋକାନ । ରମ୍ଭା ସହରରେ ଥିବା ୨ଟି ବାଣ ଦୋକାନ ଜଳି ପୋଡି ପାଉଁଶ ହୋଇଯାଇଛି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛି । ନିଆଁ ଲାଗିବାର କାରଣ କଣ ଜାଣିବା ପାଇଁ ତଦନ୍ତ ଚାଲିଛିି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking