19.1 C
Bhubaneswar
Tuesday, December 9, 2025
Homeଓଡିଶାଖୁବଶୀଘ୍ର +୨ ପରୀକ୍ଷା ଫଳ: ମନ୍ତ୍ରୀ

ଖୁବଶୀଘ୍ର +୨ ପରୀକ୍ଷା ଫଳ: ମନ୍ତ୍ରୀ

ଭୁବନେଶ୍ୱର: ଖୁବଶୀଘ୍ର ପ୍ରକାଶ ପାଇବ +୨ ପରୀକ୍ଷା ଫଳ । ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।  କହିଛନ୍ତି, ପରୀକ୍ଷା ଫଳ ପ୍ରକାଶନ ନେଇ ସମସ୍ତ ପ୍ରକ୍ରିୟା ଚାଲିଛି । ଆଶା ଖୁବଶୀଘ୍ର ପ୍ରକାଶ  ପାଇବ । ସୂଚନା ଥାଉକି, ଆସନ୍ତାକାଲି ପ୍ରକାଶ ପାଇଥିଲା  ସିବିଏସଇ ଦଶମ ରେଜଲ୍ଟ-୨୦୨୫ ।  ଚଳିତ ବର୍ଷ  ପାସ ହାର  ୯୩. ୬୬ ରହିଥିଲା । ସିବିଏସଇ ୱେବସାଇଟରେ ରେଜଲ୍ଟ ଉପଲବ୍ଧ   ।  ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ୨.୩୭ ପ୍ରତିଶତ ଅଧିକ ରହିଛି ।  ଛାତ୍ରୀଙ୍କ ପାସ ହାର ୯୫ ପ୍ରତିଶତ, ଛାତ୍ର  ପାସ ହାର ୯୨.୬୩ ପ୍ରତିଶତ ରହିଛି । ଭୁବନେଶ୍ୱର ଜୋନରେ ପାସ ହାର ୯୨.୬୪ ପ୍ରତିଶତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking