26.1 C
Bhubaneswar
Wednesday, February 4, 2026
Homeଓଡିଶାଆମ ବସ ଧକ୍କାରେ ୨ ମୃତ

ଆମ ବସ ଧକ୍କାରେ ୨ ମୃତ

ଭୁବନେଶ୍ୱର: ପୁଣି ଜୀବନ ନେଲା ଆମ ବସ । ଆମ ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନାରେ ଭୁବନେଶ୍ୱର ରୁପାଲି ଛକରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ବସଟି ଏକ ଅଟୋକୁ ପଛରୁ ଧକ୍କା ଦେବାରୁ ଅଟୋରେ ଥିବା ଜଣେ ଡ୍ରାଇଭର ଏବଂ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ତେବେ ଆମବସ ଦୁର୍ଘଟଣା ଘଟାଇବା ଏହା ପ୍ରଥମ ଥର ନହେଁ । ବେପରୁଆ ଭାବେ ଗାଡି ଚଳାଇ ନୀରିହ ଲୋକଙ୍କୁ ଜୀବନ ନେଉଛନ୍ତି ଆମ ବସର ଡ୍ରାଇଭର । କେତେ ସଚେତନ କରାଗଲେ ମଧ୍ୟ ନିୟମ ଉଲ୍ଲଙ୍ଘନ କରୁଛନ୍ତି ଗାଡି ଚାଳକ । ତେବେ ଏହି ଖବର ଶୁଣି ମୃତକଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking