25.1 C
Bhubaneswar
Monday, December 8, 2025
Homeଓଡିଶାଝରଣାରେ ବୁଡିଯାଇ ୨ ମୃତ

ଝରଣାରେ ବୁଡିଯାଇ ୨ ମୃତ

ବାରିପଦା: ଝରଣାରେ ଗାଧୋଇଲା ବେଳେ ବୁଡିଯାଇ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଶିମିଳିପାଳ ଲୁଲୁଙ୍ଗ ଝରଣାରେ ବୁଡିଯାଇ ୨ ଯୁବକ ମୃତ୍ୟୁବରଣ କରିଛନ୍ତି । ମଧୁବନ ଅଞ୍ଚଳରୁ ୫ ଯୁବକ ଭୋଜି ପାଇଁ ଲୁଲୁଙ୍ଗ ଯାଇଥିବା ନେଇ ସୂଚନା ମିଳିଛି । ୨ ଜଣଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ ।  ଘଟଣାସ୍ଥଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking