25.9 C
Bhubaneswar
Monday, April 6, 2026
Homeଦେଶ ବିଦେଶଗରିବଙ୍କୁ ଦିଆଯିବ ଆହୁରି ୨କୋଟି ଘର – ମୋଦୀ

ଗରିବଙ୍କୁ ଦିଆଯିବ ଆହୁରି ୨କୋଟି ଘର – ମୋଦୀ

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ୱାଚନ ଇସ୍ତାହାରରେ  ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ   ଆଉ ତିନି କୋଟି ଘର ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।  ଦେଇଥିବା ପ୍ରତିଶ୍ରୁତି ପୂରଣ କଲେ ମୋଦୀ ସରକାର। ଗରିବଙ୍କୁ ନୂତନ ବର୍ଷରେ ଦେଲେ ଉପହାର । ସୂଚନା ମୁତାବକ, ୩କୋଟିରୁ ୨କୋଟି ଘର ଗ୍ରାମାଞ୍ଚଳ ଓ ୧କୋଟି ଘର ସହରାଞ୍ଚଳରେ ନିର୍ମାଣ ହେବ । ଏବେ ଏହି ପ୍ରତିଶ୍ରୁତିକୁ ପୂରଣ କରିବାକୁ ଯାଉଛି ବ‌ିଜେପି। ଏନେଇ ବର୍ଷ ଆରମ୍ଭରୁ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ସର୍ଭେ ଆରମ୍ଭ ହେବ, ଯାହା ଆସନ୍ତା ତିନି ମାସ ମଧ୍ୟରେ ଅର୍ଥାତ୍  ୩୧ମାର୍ଚ୍ଚ, ୨୦୨୫ସୁଦ୍ଧା ଶେଷ ହେବ ବୋଲି ଜଣାପଡ଼ିଛି। ଡିସେମ୍ବର ୨୭ରେ ଏନେଇ ସମସ୍ତ ରାଜ୍ୟକୁ ଚିଠି ପଠାଯାଇଥିବା ଜଣାଯାଇଛି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking