17.1 C
Bhubaneswar
Tuesday, February 3, 2026
Homeଓଡିଶାବସ୍ ଧକ୍କାରେ ୨ କଲେଜ ଛାତ୍ର ମୃତ

ବସ୍ ଧକ୍କାରେ ୨ କଲେଜ ଛାତ୍ର ମୃତ

ଗୁଣପୁର: ଗୁଣପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍‌କୁ ଧକ୍କା ଦେଲା ବସ୍ । ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ୨ କଲେଜ ଛାତ୍ର ମୃତ । ରାମନାଗୁଡା ଥାନା ପାଲୁପାଇ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଗୁଡାରୀ ଅଞ୍ଚଳର ଯୁକ୍ତ ଦୁଇ ଛାତ୍ର ବୋଲି ଜଣାପଡିଛି । ଉଭୟ ବାଇକ୍ ଯୋଗେ ପରୀକ୍ଷା ଦେବାକୁ ଯାଉଥିବା ବେଳେ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking