28.1 C
Bhubaneswar
Thursday, April 2, 2026
Homeଓଡିଶାପୋଖରୀରେ ବୁଡି ୨ ଶିଶୁ ମୃତ

ପୋଖରୀରେ ବୁଡି ୨ ଶିଶୁ ମୃତ

ଲମତାପୁଟ : ପୋଖରି ବୁଡି ୪ ବର୍ଷର ଦୁଇ ଶିଶୁ ମୃତ୍ୟୁ। କୁମାରପାଲିବା ଗାଁ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ମୃତ ଶିଶୁ କନ୍ୟା ହେଲା ମେଘ କୁମ୍ଭାର ଏବଂ ଶିଶୁ ପୁତ୍ର ଶୁଭମ କୁମ୍ଭାର । ଦୁଇଜଣ ଶିଶୁ ଖେଳୁ ଖେଳୁ ଗ୍ରାମ ନିକଟରେ ଥିବା ପୋଖରୀକୁ ଚାଲି ଯାଇଥିଲେ।  ‌‌ କୁମାରପାଲିବା ଗାଁର ମେଘ କୁମ୍ଭାର ଏବଂ ଶୁଭମ କୁମ୍ଭାର ଦୁହେଁ ଖେଳୁଥିଲେ। ଖେଳୁ ଖେଳୁ ଗ୍ରାମ ନିକଟରେ ଥିବା ପୋଖରୀକୁ ଚାଲି ଯାଇଥିଲେ।  ‌ପରିବାର ଲୋକ ଦୁଇଜଣଙ୍କୁ ଘର ନିକଟରେ ନ ପାଇ ଖୋଜା ଖୋଜି କରିଥିଲେ।

ଗ୍ରାମର କିଛି ଲୋକ ଦୁଇଜଣ ଶିଶୁ ପୋଖରୀ ନିକଟରେ ଖେଳୁ ଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ସନ୍ଦେହରେ ଅଗ୍ନିଶ କୁ ଖବର ଦେଇ ପୋଖରୀରେ ଖୋଜା ଖୋଜି କରାଯାଇଥିଲା। ଦୁଇ ଶିଶୁଙ୍କୁ ଅଗ୍ନିଶମ ବାହିନୀ ପୋଖରୀରୁ ଉଦ୍ଧାର କରିଥିଲେ । ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଙ୍କୁ ଦୁଇ ଶିଶୁଙ୍କୁ ପରିବାର ବର୍ଗ ନେଇ ଯାଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking