30.1 C
Bhubaneswar
Friday, May 9, 2025
Homeଓଡିଶା୨ ବ୍ରାଉନସୁଗର ବେପାରୀ ଗିରଫ

୨ ବ୍ରାଉନସୁଗର ବେପାରୀ ଗିରଫ

ଭୁବନେଶ୍ୱର: ବ୍ରାଉନସୁଗର ବିକ୍ରି କରୁଥିବା ଅଭିଯୋଗରେ ଚନ୍ଦ୍ରଶେଖର ଥାନା ପୋଲିସ ୨ ଯୁବକଙ୍କୁ ଗିରଫ କରିଛି ।  ସେମାନେ ହେଲେ  ଓମଫେଡ ବସ୍ତି ଅଞ୍ଚଳର ସନ୍ତୋଷ ପାତ୍ର  ଓ ମଣ୍ଡପବସ୍ତି ଅଞ୍ଚଳର  ଦୀପୁ ସେଠି । ସେମାନଙ୍କ ଠାରୁ ୨୧ ଗ୍ରାମ  ଧଳାଜହର ଜବତ କରାଯାଇଛି ।  ଉଭୟେ ପ୍ରତିଦିନ  ଶୈଳଶ୍ରୀ ବିହାର ଅଞ୍ଚଳରେ ଥିବା  ବିଭିନ୍ନ  ଶିକ୍ଷାନୁଷ୍ଠାନ ନିକଟରେ ଏହି ବେପାର କରୁଥିବା  ସ୍ୱୀକାର କରିଛନ୍ତି ।  ସେମାନେ ଏକ ଇଂଜିନିୟରିଂ କଲେଜ ନିକଟରେ ବୁଲୁଥିବା ବେଳେ ପୁଲିସ ହାତରେ ପଡିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking