21.1 C
Bhubaneswar
Tuesday, February 3, 2026
Homeଓଡିଶାବ୍ରହ୍ମପୁର ଷ୍ଟେସନ୍‌ରୁ ୨ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଷ୍ଟେସନ୍‌ରୁ ୨ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ରେଲୱେ ଷ୍ଟେସନରୁ ୨ ମୃତଦେହ ଉଦ୍ଧାରକରାଯାଇଛି। ୪ ନଂ ପ୍ଲାଟଫର୍ମରୁ ଜଣେ ପୁରୁଷ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଲା ଜିଆର୍‌ପି। ଦୁଇ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ମୃତ୍ୟୁ କିପରି ହେଲା ସ୍ପଷ୍ଟ ହୋଇନାହିଁଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking