30.1 C
Bhubaneswar
Thursday, March 19, 2026
Homeଓଡିଶାରାସ୍ତାରେ ବୁଲୁଛନ୍ତି ୧୯ ଟିକିଆ ହାତୀପଲ: ଭୟଭୀତ ସ୍ଥାନୀୟ ଲୋକ

ରାସ୍ତାରେ ବୁଲୁଛନ୍ତି ୧୯ ଟିକିଆ ହାତୀପଲ: ଭୟଭୀତ ସ୍ଥାନୀୟ ଲୋକ

କଟକ: ରାସ୍ତାରେ ବୁଲୁଛନ୍ତି ଗୋଟିଏ କି ଦୁଇଟି ନୁହେଁ, ୧୯ ଟିକିଆ ହାତୀପଲ । ଏତେ ହାତୀଙ୍କୁ ଦେଖି ଭୟଭୀତ ସ୍ଥାନୀୟ ଲୋକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଆଠଗଡ଼-ମୁଣ୍ଡୁଳୀ ରାସ୍ତାରେ  ।   ରାସ୍ତା ପାରି ହେଉଛନ୍ତି ହାତୀ। ଆଉ ସେମାନଙ୍କ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଗାଡି ମଟର ।   ହାତୀଙ୍କୁ ଦେଖି ଆତଙ୍କିତ ଅବସ୍ଥାରେ ଯାତାୟାତ କରୁଥିବା ଯାତ୍ରୀ। ଖୁଣ୍ଟୁଣୀ ବନାଞ୍ଚଳରୁ ଆଠଗଡ଼  ବନାଞ୍ଚଳକୁ ହାତୀପଲ ଫେରିଛନ୍ତି। ଆଜି ସକାଳ ସମୟରେ  ଆଠଗଡ଼ ଡାଳଖାଇ ଠାକୁରାଣୀଙ୍କ  ମନ୍ଦିର ରାସ୍ତା ପାର ହୋଇ ସୁକାସନ ସଂରକ୍ଷିତ ଜଙ୍ଗଲକୁ ଫେରିଛନ୍ତି ଏହି ହାତୀପଲ। ଏଥିରେ ଦୁଇଟି ଦନ୍ତା ହାତୀ ରହିଛନ୍ତି। ତେବେ ସମେନାଙ୍କ ଉପରେ ନଜର ରଖିଛି ବନବିଭାଗ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking