ସୁନ୍ଦରଗଡ: ୧୮ହଜାର ଡେଟୋନେଟର ଜବତ ହୋଇଛି । ସୁନ୍ଦରଗଡ କୋଇଡା ଟଣ୍ଟୋ ଥାନା ହୁସିପି ଗାଁ ନିକଟରେ ୧୮ହଜାର ଡେଟୋନେଟର ଜବତ କରିଛନ୍ତି ସୁରକ୍ଷାବାହିନୀ । ଝାଡଖଣ୍ଡ ଜାଗୁଆର୍ ଓ ସିଆରପିଏଫ୍ ୬୦ବାଟାଲିୟନର ମିଳିତ ଅପରେସନ ବେଳେ ସୁରକ୍ଷାବାହିନୀଙ୍କୁ ମିଳିଛି ଏହି ବଡ ସଫଳତା ।