ବ୍ରହ୍ମପୁର: ୧୭ ମାଉଜର ସହ ୬୬ଟି ଅଫୁଟା ଗୁଳି ଜବତ । ସ୍ପେଶାଲ ଡ୍ରାଇଭ୍ରେ ଗଞ୍ଜାମ ପୋଲିସକୁ ସଫଳତା । ଆସିକା, ଶେରଗଡ, ଭଞ୍ଜନଗର, ପୋଲସରା ଥାନା ଅଞ୍ଚଳରୁ ଜବତ କରାଯାଇଛି । ୧୬ ମୋବାଇଲ, ୪ଟି ଖୋକା ସହ ୧୮ ଜଣଙ୍କୁ ଧରିଲା ପୋଲିସ ।