ଭୁବନେଶ୍ୱର: ଜବରଦଖଲକାରୀଙ୍କ କବ୍ଜାରେ ୧୬୬ ହେକ୍ଟର ଜଙ୍ଗଲ ଜମି । ଜମି ସବୁ ମୁକ୍ତ କରିବାକୁ ୭ ହଜାର ୫୮୦ ମାମଲା ରୁଜୁ କରାଯାଇଛି । ୧୬ ହଜାର ୧୭୮.୪୭ ହେକ୍ଟର ଜମି ଜବରଦଖଲ ମୁକ୍ତ ହୋଇଛି । ଏନେଇ ଗୃହରେ ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଲିଖିତ ଉତ୍ତର ରଖିଛନ୍ତି । ସ୍ୱାଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ । ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଗୃହରେ ବିଧାୟକଙ୍କ ଉତ୍ତର ରଖୁଛନ୍ତି ।










