29.1 C
Bhubaneswar
Tuesday, May 6, 2025
Homeଦେଶ ବିଦେଶହିଟ୍ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ୧୫ ଯବାନ ଅସୁସ୍ଥ

ହିଟ୍ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ୧୫ ଯବାନ ଅସୁସ୍ଥ

ଛତିଶଗଡ଼: ଯବାନଙ୍କୁ ଅଡୁଆ ଗ୍ରୀଷ୍ମ ପ୍ରବାହ । ଛତିଶଗଡ଼ ବିଜାପୁରରେ ମାଓ ଅପରେସନ୍ ପାଇଁ ମୁତୟନ ଯବାନ ହିଟ୍ ଷ୍ଟ୍ରୋକ୍‌ରେ ଆକ୍ରାନ୍ତ । ୪ର୍ଥ ଦିନରେ ବି ବିଜାପୁରରେ ଜାରି ରହିଛି ଏନକାଉଣ୍ଟର । ହେଲେ ହିଟ୍ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ୧୫ ଯବାନ ଅସୁସ୍ଥ । ଅସୁସ୍ଥ ଯବାନଙ୍କୁ ତେଲେଙ୍ଗାନା ସ୍ଥାନାନ୍ତରିତ କରାଯାଇଛି । ତେଲେଙ୍ଗାନା ସ୍ଥିତ ଭେଙ୍କଟାପୁରମ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଜାରି ରହିଛି । କେର୍ରାଗେଟା ପାହାଡକୁ ଏବେ ଘେରି ରଖିଛନ୍ତି ଯବାନ । ହିଡମାଙ୍କ ନେତୃତ୍ୱରେ ହଜାରରୁ ଅଧିକ ମାଓବାଦୀଙ୍କ ଉପସ୍ଥିତି ନେଇ ଅପରେଶନ ଜାରି ରହିଛି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking