37.1 C
Bhubaneswar
Saturday, April 4, 2026
Homeଓଡିଶାବିଶ୍ୱବିଦ୍ୟାଳୟରେ ୧୪ ଶହ ପଦବୀ ପୂରଣ ହେବ

ବିଶ୍ୱବିଦ୍ୟାଳୟରେ ୧୪ ଶହ ପଦବୀ ପୂରଣ ହେବ

ଭୁବନେଶ୍ୱର: କୁଳପତି ନିଯୁକ୍ତି ଚୂଡାନ୍ତ ପର୍ଯ୍ୟାୟରେ କହିଲେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବିଶ୍ୱ ବିଦ୍ୟାଳୟରେ ୧୪ ଶହ ଖାଲି ପଦବୀ ବି ପୂରଣ ହେବ । ବିଶ୍ୱ ବିଦ୍ୟାଳୟ ସଂରକ୍ଷଣ ସଂଶୋଧନ ଆଇନ ଆସିବା ପରେ ବାଟ ଫିଟିଛି । ବିଶ୍ୱବିଦ୍ୟାଳୟମାନଙ୍କୁ ନିର୍ଦ୍ଦେଶ ଦିଆ ସରିି ଯେ, ପଦବୀ ପୂରଣ ପାଇଁ । ଅଣଶିକ୍ଷକ ପଦବୀ ପୂରଣ ପାଇଁ ମଧ୍ୟ ଏସଏସବିକୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇ ପୂର୍ବରୁ ୩୮୫ ଟଙ୍କା ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପୂରଣ ପାଇଁ ଓପିଏସସିକୁ ଦାୟିତ୍ୱ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking