21.1 C
Bhubaneswar
Monday, December 8, 2025
Homeଦେଶ ବିଦେଶ୧୪ ପୋଲିସଙ୍କୁ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ

୧୪ ପୋଲିସଙ୍କୁ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ପାଇବେ  ଓଡିଶାର  ୧୪ ପୋଲିସ । କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ପାଇଁ ମିଳିବ ସମ୍ମାନ ।  ଝାରସୁଗୁଡା ଏସପି ଜି. ରେଡ୍ଡୀ ରାଘବେନ୍ଦ୍ରଙ୍କୁ ମିଳିବ ପଦକ ।  ଓଡିଶା ପୋଲିସ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ଏସଆଇ ଦୀପକ କୁମାର ନାଏକ, ମନୋଜ ଡୁଙ୍ଗଡୁଙ୍ଗଙ୍କୁ  ମିଳିବ ପଦକ । ହାବିଳିଦାର ମୀନିକେତନ ଜୁଏଦ, ରବୀନ୍ଦ୍ର ଓରାମଙ୍କୁ ମିଳିବ ପଦକ ।  କମାଣ୍ଡୋ ଭରତ ସେନ, ପ୍ରଦୀପ କୁମାର , ଧର୍ମେନ୍ଦ୍ର ଭୋଇ, ହିମଲ ଶ୍ରେଷ୍ଠା ।  କମାଣ୍ଡୋ ଗୋବିନ୍ଦ କର୍କି, ରିତେଶ କୁମାର ନେଗୀ , ଚିତ୍ତରଞ୍ଜନ ଝଙ୍କର । କମାଣ୍ଡୋ ତନୁଜା ଧରୁଆ, କମାଣ୍ଡୋ ଉଦ୍ଧବ ନାୟକଙ୍କୁ ମିଳିବ ପଦକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking