26.1 C
Bhubaneswar
Monday, December 29, 2025
Homeଓଡିଶାରାଜ୍ୟରେ ୧୩୦୫ ମାନବ ଚାଲାଣ: ମୁଖ୍ୟମନ୍ତ୍ରୀ

ରାଜ୍ୟରେ ୧୩୦୫ ମାନବ ଚାଲାଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ୧୩୦୫ ମାନବ ଚାଲାଣ ହୋଇଛନ୍ତି । ବିଧାୟିକା ସୋଫିଆ  ଫିର୍ଦ୍ଦୋସଙ୍କ  ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ  ମୋହନ ମାଝୀ । ୧୩୦୫  ଜଣଙ୍କ ମଧ୍ୟରୁ ୬୪୪ ମହିଳା, ୧୮ ବର୍ଷରୁ କମ  ଅଛନ୍ତି  ୩୪୮  ପୁରୁଷ । ୭୪ ଟି ମାମଲା ସରିଛି । ୬୪ ମାମଲାରେ  ଚାର୍ଜସିଟ ଦାଖଲ ହୋଇଛି । ସେହିପରି ୧୨୦୯ ଶିଶୁ ନିଖୋଜ ବେଳେ ଏମାନଙ୍କ ମଧୟରୁ ୧୩୧ ପୁଅ, ୧୦୭୮ ଝିଅ ଅଛନ୍ତି । ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା ଶୀତକାଳୀନ ଅଧିବେଶନ । ଗୃହରେ ଅର୍ଥ , ଗୃହ , ସ୍ୱାସ୍ଥ୍ୟ , ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ, ସାଧାରଣ ଅଭିଯୋଗ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ ଆଲୋଚନା କରାଯାଉଛି । ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗୀୟ ମନ୍ତ୍ରୀ ।

https://www.youtube.com/watch?v=QthXqHsOfaQ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking