26.1 C
Bhubaneswar
Sunday, March 15, 2026
Homeଓଡିଶାବିଧାନସଭାରୁ କଂଗ୍ରେସର ୧୨ ବିଧାୟକ ନିଲମ୍ବିତ

ବିଧାନସଭାରୁ କଂଗ୍ରେସର ୧୨ ବିଧାୟକ ନିଲମ୍ବିତ

ଭୁବନେଶ୍ୱର: ବିଧାନସଭାରୁ ୧୨ ଜଣ କଂଗ୍ରେସ ବିଧାୟକ ୭ ଦିନ ପାଇଁ ନିଲମ୍ବିତ ହୋଇଛନ୍ତି । ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ  ସରକାରୀ ଦଳ ମୁଖ୍ୟ ସଚେତକ ।  ଗୃହରେ ଲଗାତାର ବିଶୃଙ୍ଖଳା ଦେଖାଦେଇଥିଲା । ସେନେଇ କଂଗ୍ରେସର ମୋଟ ୧୪ ବିଧାୟକଙ୍କ ଭିତରୁ ୧୨  ଜଣ ନିଲମ୍ବିତ ହୋଇଛନ୍ତି । ତାରା ବାହିନୀ ପତି ଏବଂ ରମେଶ ଜେନା ଏହି ଦୁଇ ଜଣଙ୍କୁ ଛାଡି  ବାକି ୧୨ ବିଧାୟକ ନିଲମ୍ବିତ ହୋଇଛନ୍ତି । ସୂଚନା ଥାଉକି, ପୂର୍ବରୁ ତରାବାହିନୀପତିଙ୍କୁଦିନ ପାଇଁ ନିଲମ୍ବିତ କରାଯାଇଥିଲା  ।

୧. ରାମଚନ୍ଦ୍ର କାଡାମ
୨. ସିଏସ ରାଜନ ଏକ୍କା
୩. ଦାସରଥି ଗମାଙ୍ଗ
୪. ଅଶୋକ ଦାସ
୫. ସତ୍ୟଜିତ ଗମାଙ୍ଗ
୬. ସାଗର ଦାସ
୭. ପ୍ରଫୁଲ୍ଲ ପ୍ରଧାନ
୮. ମଙ୍ଗୁ ଖିଲ
୯. ପବିତ୍ର ସାଉନ୍ତା
୧୦. କାଡ୍ରାକା ଆପାଲାସ୍ୱାମୀ
୧୧. ନୀଳମାଧବ ହିକକା
୧୨. ସୋଫିଆ ଫିର୍ଦ୍ଦୋଶ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking