28.1 C
Bhubaneswar
Saturday, April 4, 2026
Homeଓଡିଶାସ୍ୱାମୀ ଚିଦାନନ୍ଦ ସରସ୍ବତୀଙ୍କ ୧୦୮ ଜନ୍ମ ଜୟନ୍ତୀପାଳନ

ସ୍ୱାମୀ ଚିଦାନନ୍ଦ ସରସ୍ବତୀଙ୍କ ୧୦୮ ଜନ୍ମ ଜୟନ୍ତୀପାଳନ

ଯାଜପୁର : ଯାଜପୁର ଜିଲ୍ଲାର ଯାଜପୁର ରୋଡ ରେ ଥିବା ସ୍ଵାମୀ ଚିଦା ନନ୍ଦ ମହାରାଜଜି ଙ୍କ ଆଶ୍ରମ ରେ ବାବା ଙ୍କ ୧୦୮ ଜନ୍ମ ଜୟନ୍ତୀ ଉତ୍ସବ ମହା ସମାହାର ମଙ୍ଗଳ ବାର ଅନୁଷ୍ଟିତ ହୋଇଥିଲା l ଏହି ଉପଲକ୍ଷ ବହୁ ଜନ କଲ୍ୟାଣ କାର୍ଯ୍ୟ ମାନ ଅନୁଷ୍ଟିତହୋଇ ଥିଲା l ପ୍ରlତ କାଳ ରେ ପ୍ରାର୍ଥନା ଓ ପ୍ରଭାତ ଫେରି ରେ ସ୍ୱlମି ଚିଦା ନନ୍ଦ ଙ୍କ ନାମ କ୍ରୀତନ ରେ ସହର ପରିକ୍ରମା କରାଯାଇ ଥିଲା 9ଟା 30 ମିନିଟ ସମୟ ରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ଥିଲା 11ଟା 30 ମିନିଟ ସମୟ ରେ ଶ୍ରୀ ଗୁରୁ ଙ୍କ ପାଦୁକା ସେବା ଗୁରୁ ପୂଜନ ଓ ଗୁରୁ ବନ୍ଧନl ଭଜନ ସଂକୀର୍ତ୍ତନ ରେ ଶ୍ରଦ୍ଧାଳୁ ମାନେ ମର୍ଜୀ ଯାଇ ଥିଲେ l ଓ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇ ଥିଲା ସନ୍ଧ୍ୟା ରେ ସତ୍ ସଂଗ ର ଆୟୋଜନ କରାଯାଇ ଥିଲା l ଏହି ସତସଙ୍ଗ ରେ କେନ୍ଦ୍ରାପଡ଼ା ଦିବ୍ୟ ସଦନ ର ସଭାପତି ଦେବ୍ୟାସ୍ୱରୂପା ନନ୍ଦ ମତାଜୀ ଯୋଗ ଦେଇ କହିଲେ ଭଗବାନ ଗୁରୁ ରୂପେ ଜନ୍ମ ଗ୍ରହଣ କରି ସମlଜ କୁ ଦିଗ ଦର୍ଶନ ଦେଇ ମାନବ ସମାଜ କୁ ସୂପଥ ର ବାଟ ଦେଖାନ୍ତି ସ୍ୱlମି ଚିଦାନନ୍ଦଜୀ ଆଦର୍ଶ ଜୀବନ କଳୁସିତ ସମାଜ କୁ ଦିବ୍ୟ ଆଲୋକ ର ବିତରଣ କରି କରୁଚି l ଗୁରୁଜି ଙ୍କ ଆଦର୍ଶ ଦିବ୍ୟ ଚେତନା ବାଣୀ ଓ ସମାଜ ସେବା ବ୍ରତୀ କୂ ପାଥେୟ କରି ଲେ ଆଦର୍ଶ ମନୁଷ୍ୟ ହେବା ସଙ୍ଗେ ଇଶ୍ୱର ଙ୍କୁ ଲାଭ କରିପାରିବ ଗରୁ ହ୍ନି ସୂ ପଥ ଦେଖାଇ ଥାନ୍ତି l ଗୁରୁ କୃପା ଲାଭ କ ଲେ ଆଧ୍ୟାତ୍ମିକ ଧାରା ସୁଷ୍ଟି ହୁଏ ଇଶ୍ୱର ପ୍ରlପ୍ତି ହୁଏ ଓ ମୁକ୍ଷ ର ପଥ ଖୋଲି ଯାଏ ସେ ସଦ ଗୁର୍ ସ୍ୱାମୀ ଚିଦାନନ୍ଦ ଙ୍କ ପଥ କୁ ଅନୁ ଗାମୀ ହେବା କୁ ଉପଦେଶ ଦେଇ ଥିଲେ l ଡାକ୍ତର ଅନ୍ତର୍ଯ୍ୟାମୀ ସାହୁ ନରେନ୍ଦ୍ର କୁମାର ଖୁଣ୍ଟିଆଙ୍କ ଓ ଗୁରୁ ଭାଇ ଙ୍କ ପ୍ରତକ୍ଷ ତତ୍ତ୍ୱବଧାନରେଉକ୍ତ ଉତ୍ସବ୍ ଅନୁଷ୍ଠିତ ହୋଇଥିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking