19.1 C
Bhubaneswar
Thursday, December 11, 2025
Homeଓଡିଶାଗୁଟଖାରୁ ମିଳିଛି ୧୦୧୨ କୋଟି ରାଜସ୍ୱ

ଗୁଟଖାରୁ ମିଳିଛି ୧୦୧୨ କୋଟି ରାଜସ୍ୱ

ଭୁବନେଶ୍ୱର: ଗୁଟଖାରୁ ମିଳିଛି ୧୦୧୨ କୋଟିର ରାଜସ୍ୱ । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ୨୦୨୩-୨୪ରେ ଗୁଟଖାରୁ ୧୦୧୨ କୋଟି ରାଜସ୍ୱ ମିଳିଛି । ଗୁଟଖା ଟିକସକୁ ନେଇ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୨୩-୨୪ରେ ରାଜ୍ୟ ସରକାର ୧୦୧୨.୫୬ କୋଟିର ରାଜସ୍ୱ ଆଦାୟ କରିଥିଲେ । ୨୦୨୪-୨୫ ଜୁଲାଇ ସୁଦ୍ଧା ୩୫୭.୧୬କୋଟି ଟଙ୍କା ଆଦାୟ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking