କୋରାପୁଟ : ନିମ୍ନମାନର ଖାଦ୍ୟ ଖାଇ ୧୦ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଖାଦ୍ୟରେ ଝିଟିପିଟି, ପୋକ ପଡିଥିବା ଅଭିଯୋଗ ହୋଇଛି । ଦଶମନ୍ତପୁର ବ୍ଲକ ଗିରିଲିଗୁମା ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସମସ୍ତ ଛାତ୍ରୀଙ୍କୁ ଦଶମନ୍ତପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।










