ଢାକାରେ ବସି ଅପରେଟ କରୁଥିଲା ଆସାଦୁର୍
ଭୁବନେଶ୍ୱର : ସିମ୍ ବକ୍ସ ମାମଲାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଲେ କମିଶନର । ସ୍ମାର୍ଟ ସୁଇଚ୍ରେ ଢାକାରେ ବସି ଅପରେଟ କରୁଥିଲା ଆସାଦୁର୍ ଜମାନ । ଢାକାରେ ଆସାଦୁର ଏକ ସଫ୍ଟଓୟାର କଂପାନୀ ଚଳାଉଥିଲା । ନିଜେ ପ୍ରତିଷ୍ଠା କରିବା ସହ ପରିଚାଳନା କରୁଥିଲା ଆସାଦୁର ଜମାନ । ଭୁବନେଶ୍ୱର ଓ ରାଞ୍ôଚ ସିମ୍ବକ୍ସ ସେଣ୍ଟରକୁ ଡାଇରେକ୍ଟ ଅପରେଟ କରୁଥିଲା । ସ୍ମାର୍ଟ ସୁଇଚ୍ ଲଗାଇ ଢାକାରେ ବସି ସେ ସିମ୍ବକ୍ସ ଅପରେଟ କରୁଥିଲା … Continue reading ଢାକାରେ ବସି ଅପରେଟ କରୁଥିଲା ଆସାଦୁର୍
Copy and paste this URL into your WordPress site to embed
Copy and paste this code into your site to embed