29.1 C
Bhubaneswar
Thursday, July 4, 2024
Homeଓଡିଶାବିଷାକ୍ତ ଛତୁ ଖାଇ ୧୦ ଗୁରୁତର

ବିଷାକ୍ତ ଛତୁ ଖାଇ ୧୦ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମରେ ବିଷାକ୍ତ ଛତୁ ଖାଇ ୧୦ ଜଣ ଗୁରୁତର ହୋଇଥିବା ଜଣାପଡିଛି। ବିଳମ୍ବିତ ରାତ୍ରୀରେ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରର‌େ ଭର୍ତ୍ତି ହୋଇଥିଲେ।

ସେଥିମଧ୍ୟରୁ ୩ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରମାନେ ହେଲେ ଚୁଲାମଣି ମାଝୀ, ଲକ୍ଷ୍ମୀଧର ମାଝୀ ଓ ନିଲେନ୍ଦ୍ରି ମାଝୀ। ଏଣେ ବିଷାକ୍ତ ଛତୁ ଖାଇ ଆକ୍ରାନ୍ତ ହୋଇଥିବା ବୈଷ୍ଣବ ମାଝୀ, ପିଙ୍କି ମାଝୀ, ରୀମା ମାଝୀ, ଦେବାଶିଷ ମାଝୀ, ପର୍ଶୁରାମ ମାଝୀ, ପୂର୍ଣ୍ଣମୀ ମାଝୀ, ହେମକନ୍ତୀ ଧାରୁଆଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ବାଭାବିକ ଅଛି।

ଘର ଭିତରେ ୫ ଝୁଲନ୍ତା ମୃତଦେହ ଉଦ୍ଧାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking