32.1 C
Bhubaneswar
Saturday, February 14, 2026
Homeଓଡିଶାକିଟ କାଣ୍ଡ ଘଟଣାରେ ୧୦ ଜଣ ଗିରଫ: ମନ୍ତ୍ରୀ

କିଟ କାଣ୍ଡ ଘଟଣାରେ ୧୦ ଜଣ ଗିରଫ: ମନ୍ତ୍ରୀ

ଭୁବନେଶ୍ୱର : କିଟ କାଣ୍ଡକୁ ନେଇ ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂଯ୍ୟବଂଶୀ ସୂରଜ ଉତ୍ତର ରଖିଛନ୍ତି । କହିଛନ୍ତି , ଘଟଣାରେ ମୋଟ ୧୦ ଜଣ ଗିରଫ ହୋଇଛନ୍ତି । ଅସଦାଚରଣ କରିଥିବା କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଅଚ୍ୟୁତଙ୍କ ସମେତ  ୧୩ ଜଣଙ୍କୁ ଉଚ୍ଚସ୍ତରୀୟ କମିଟି ପଚରାଉଚରା କରୁଛି । ୪ ଜଣ ପ୍ରଫେସରକୁ ନେଇ କମିଟି ଗଠନ ହୋଇଛି । ପ୍ରତି ୧୫ ଦିନରେ ଥରେ କିଟ ଗସ୍ତ କରି ତର୍ଜମା କରିବ ଟିମ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking