ଭୁବନେଶ୍ୱର: ଭୁବନେଶ୍ୱରରୁ ଏକ ବଡ ଠକେଇର ମାମଲା ସମ୍ନାକୁ ଆସିଛି । ୧୫ କୋଟି ଠକେଇ କରିଥିବା ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ ରମେଶ ମାଝୀକୁ ବାନ୍ଧିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଭୁବନେଶ୍ୱର ସାଇନ୍ସ ପାର୍କ ନିକଟରୁ ଗିରଫ କଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ । ୨୦% ସୁଧ ଦେବାକୁ କହି ଠକିଥିଲେ ଅଭିଯୁକ୍ତ । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।










