26.1 C
Bhubaneswar
Wednesday, February 11, 2026
Homeଓଡିଶାହାଇୱା ଚଢିଗଲା: ବାଇକ୍ ଚାଳକ ମୃତ

ହାଇୱା ଚଢିଗଲା: ବାଇକ୍ ଚାଳକ ମୃତ

ସମ୍ବଲପୁର: ଅଇଁଠାପାଲି ଛକରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ୍ ଉପରେ ଚଢିଗଲା ହାଇୱା । ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ଯୁବକଙ୍କ ମୃତ୍ୟୁପରେ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking