21.1 C
Bhubaneswar
Monday, December 8, 2025
Homeଓଡିଶାଶିଶୁକନ୍ୟାକୁ ଅସଦାଚରଣ!

ଶିଶୁକନ୍ୟାକୁ ଅସଦାଚରଣ!

ଯାଜପୁର: ଯାଜପୁରରୁ ସମ୍ନାକୁ ଆସିଛି ପୁଣି ଏକ ଲଜ୍ଜାଜନକ ଘଟଣା । ୪ ବର୍ଷର ଶିଶୁକନ୍ୟାକୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି । ବନ୍ଧୁ ଘରକୁ ଆସିଥିବା ଯୁବକଙ୍କ ନାଁରେ ଟାଉନ ଥାନାରେ ଅଭିଯୋଗ ହୋଇଥିବା ନେଇ ମିଳିଛି ସୂଚନା । ଅଭିଯୋଗ ଆଧାରରେ ଅଭିଯୁକ୍ତ ଯୁବକକୁ ଅଟକ ରଖିଛି ପୋଲିସ । ପୀଡିତା ଶିଶୁକନ୍ୟା ଯାଜପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking