25.1 C
Bhubaneswar
Monday, March 2, 2026
Homeଦେଶ ବିଦେଶରାସାୟନିକ ଅସ୍ତ୍ର ପ୍ରଯୋଗ କରିବା ନେଇ ଧମକ ଦେଲା ଇରାନ

ରାସାୟନିକ ଅସ୍ତ୍ର ପ୍ରଯୋଗ କରିବା ନେଇ ଧମକ ଦେଲା ଇରାନ

ଇରାନ:ଖାମନେଇଙ୍କ ମୃତ୍ୟୁ ପରେ ପ୍ରତିଶୋଧ ପ୍ରରାୟଣ ହୋଇ ପଡିଛି ଇରାନ ।ଇରାନ ପକ୍ଷରୁ ବିଭିନ୍ନ ସ୍ଥାନରେ ପାଲଟା ଆକ୍ରମଣ କରାଯାଇଛି। କତର,କୁଏତ, ଜୋର୍ଡାନ, ୟୁଏଇ ଉପରେ ଆକ୍ରମଣ କରିଛି ଇରାନ। ତାହା ସହ ୨୬ଟି ଆମେରିକୀୟ ଠିକଣା ହମଲା କରିଛି । ଯୁଦ୍ଧକୁ ନେଇ ଇରାନ ସଂସଦ ସ୍ପିକରଙ୍କ ବଡ ଚେତାବନୀ । ସେ କହିଛନ୍ତି, ରେଡ୍ ଲାଇନ ଅତିକ୍ରମ କରିଛନ୍ତି ଆମେରିକା- ଇସ୍ରାଇଲ। ଆମର ବଦଲା ବହୁତ ଭୟଙ୍କର ହେବ ବୋଲି ସେ କହିଛନ୍ତି। ଆମେରିକା- ଇସ୍ରାଇଲକୁ ଭିକ ମାଗିବାକୁ ପଡିବ। ରାସାୟନିକ ଅସ୍ତ୍ର ପ୍ରଯୋଗ କରିବା ନେଇ ଧମକ ଦେଲା ଇରାନ। ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ଖାମେନେଇ ମୃତ୍ୟୁ ପରେ ଇରାନର ରାକ୍ତ ଚାଉଲ ଚୋବାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking