ଭୁବନେଶ୍ୱର: ରାଜ୍ୟକୁ ଏକ ଏୟାରକ୍ରାଫ୍ଟ ଦେବା ନେଇ ଆଲୋଚନା । କେନ୍ଦ୍ର କୃଷିମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଏ ନେଇ ଉପମୁଖ୍ୟମନ୍ତ୍ରୀ କେ. ଭି ସିଂ ଦେଓ ସୂଚନା ଦେଇଛନ୍ତି । ଚାଷୀଙ୍କ ଦ୍ରବ୍ୟ , ରପ୍ତାନି ପାଇଁ କାର୍ଗୋ ଏୟାରକ୍ରାଫ୍ଟ ମିଳୁ । କୃଷି ଆନ୍ଧ୍ର ମଡେଲ ଅନୁକରଣ କରୁ ଓଡିଶା । କୃଷି ଉତ୍ପାଦନରେ ଆନ୍ଧ୍ର ମଡେଲ ଅନୁକରଣ କରୁ ଓଡିଶା। ଏ ନେଇ ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ରମେଶ ଚାନ୍ଦ । ରାଜ୍ୟରେ ପ୍ରାୟ ୧୬ ଲକ୍ଷ ହେକ୍ଟର ଜମି ଖାଲି ପଡିଛି । ଏହି ଜମିରେ ଚାଷ କରିବା ଉପରେ ଧ୍ୟାନ ଦିଆଯାଉ । ଦେଶରେ ପଶୁ ପାଳନ ହାର ୭ % , ଓଡ଼ିଶାରେ ୫ % । ରାଜ୍ୟରେ ମାତ୍ର ୧୭ % ଜମିରେ ୧୨ ମାସ ଚାଷ ହୁଏ। ଦୁଗ୍ଧ ଉତ୍ପାଦନରେ ଜାତୀୟ ହାର ଠାରୁ ଓଡିଶା ପଛରେ ।