କନ୍ଧମାଳ: ଦୋକାନ ଉପରେ ମାଡିଗଲା ବସ । କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଚା ପିଇବାକୁ ଆସିଥିବା ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଏକ ବସକୁ ଓଭରଟେକ ବେଳେ ବ୍ରାହ୍ଣଣୀ ଗାଁ ଛକରେ ଦୁର୍ଘଟଣା ଘଟିଛି । ଦୋକାନୀ ଓ ଜଣେ ମହିଳା ମଧ୍ୟ ଆହତ ହୋଇଛନ୍ତି । କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛିା










