24.1 C
Bhubaneswar
Wednesday, December 4, 2024
Homeଓଡିଶାଦଣ୍ଡାଦେଶ ଶୁଣି ୨ ଦୋଷୀ ଚମ୍ପଟ

ଦଣ୍ଡାଦେଶ ଶୁଣି ୨ ଦୋଷୀ ଚମ୍ପଟ

ନବରଙ୍ଗପୁର : ଜଜଙ୍କ ଦଣ୍ଡାଦେଶ ପରେ ୨ ଦୋଷୀ ଚମ୍ପଟ ମାରିଛନ୍ତି ।  ନବରଙ୍ଗପୁର ସିଜେଏମ କୋର୍ଟ ପରିସରରୁ ଖସିପଳାଇଥିଲେ ୨ ଦୋଷୀ । ଏଟିଏମ ଲୁଟ ମାମଲାରେ ଜାମିନରେ ଥାଇ  କୋର୍ଟରେ ହାଜର ହୋଇଥିଲେ । କୋର୍ଟ ୭ ବର୍ଷ ଜେଲ ଦଣ୍ଡ ଶୁଣାଇବା ପରେ ଖସି ପଳାଇଥିଲେ । ଜାନୁଆରୀରେ ବ୍ଲକ ସମ୍ମୁଖ ଏସବିଆଇ ଏଟିଏମରୁ ଟଙ୍କା ଲୁଟ କରିଥିଲେ  ା ଚମ୍ପଟ ମାରିଥିବା ୨ ଦୋଷୀ ହେଉଛନ୍ତି ହରିୟାଣାର । ଏନେଇ ନବରଙ୍ଗପୁର ପୋଲିସ ଛାନଭିନ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking