19.1 C
Bhubaneswar
Friday, February 13, 2026
Homeଓଡିଶାଟ୍ରକ୍ ମାଲିକ ସଂଘ ପକ୍ଷରୁ ଛତା ବଣ୍ଟନ

ଟ୍ରକ୍ ମାଲିକ ସଂଘ ପକ୍ଷରୁ ଛତା ବଣ୍ଟନ

ଯାଜପୁର : ଯାଜପୁର ରୋଡ ଟ୍ରକ ମାଲିକ ସଂଘ ତରଫରୁ ଜବାହାର ନୋଡାଲ ବିଦ୍ୟାଳୟ, ଚୋରଦା, ବ୍ୟାସନଗର ର ସମସ୍ତ ଛାତ୍ର ଓ ଛାତ୍ରୀ ମାନଙ୍କୁ ବର୍ଷାଦିନ ପାଇଁ ଛତା ବଣ୍ଟନ କରାଯାଇଥିଲା, l ଉକ୍ତ କାର୍ଯ୍ୟକ୍ରମ କୁ କୋରେଇ ବିଧାୟକ ମାନ୍ୟବର ଆକାଶ ଦାସ ନାୟକ ଉଦଘାଟନ କରିବାସହିତ ଛତା ବଣ୍ଟନ କରିଥିଲେ l ବ୍ୟାସନଗର ପୌରପରିଷଦ ର ଉପନଗରପାଳ ସୁବାସ ଚନ୍ଦ୍ର ବଳ, ସ୍ଥାନୀୟ କାଉନସିଲର ସିଦ୍ଧାର୍ଥ ଶଙ୍କର ସାମଲ, ଓ ମଣିନ୍ଦ୍ର ସାହୁ ମଧ୍ୟ ଛତା ବଣ୍ଟନ କରିଥିଲେ l ଟ୍ରକ ମାଲିକ ସଙ୍ଘର ମୁଖ୍ୟ ଉପଦେଷ୍ଟା ହୃଦାନନ୍ଦ ସାମଲ, ବିଜୟ ମହାନ୍ତି ରାଜକିଶୋର ପ୍ରଧାନ,ବିନୋଦ ଶର୍ମା, ଅଶୋକ ଦାସ, ଆନନ୍ଦ ଚନ୍ଦ୍ର ବଳ, ପୂର୍ବତନ ସଭାପତି କିଶୋର ରାଉତ, ସଭାପତି ଅମୀୟ ରଞ୍ଜନ ବାରିକ, ଉପସଭାପତି କିଶୋର ରାଉତ, ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ମଲ୍ଲିକ, ଯୁଗ୍ମ ସମ୍ପାଦକ ବିଜୟ କୁମାର ଜେନା, ସହ ସମ୍ପାଦକ ଜୟଜିତ ପରିଡା, କୋଷାଧକ୍ଷ ସୁରେନ୍ଦ୍ର ଶର୍ମା, ରଂଜିତ ଜେନା,ସତ୍ୟବ୍ରତ ଜେନା, ସମୀର ପରିଡା, ଆନନ୍ଦ ମଲ୍ଲିକ,ସରୋଜ ଦାସ, ବିବେକାନନ୍ଦ ମହାନ୍ତି, ଅମୁଲ୍ୟ ପଣ୍ଡା ବିଜୟ ଜେନା,,ଅବିନାଶ ରାଉତ,ମନୋଜ ରଣା,ପ୍ରମୁଖ ସଙ୍ଘର ସଭ୍ୟ ମାନେ ଉପସ୍ଥିତ ଥିଲେ l ସଂଘ ତରଫରୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଙ୍କ ସମେତ ସମସ୍ତ ଶିକ୍ଷୟତ୍ରୀ ଓ ଛାତ୍ର,ଛାତ୍ରୀ ମାନଜୁ ଏ କାର୍ଯ୍ୟକ୍ରମ କୁ ସହଯୋଗ କରିଥିବାରୁ ଧନ୍ୟବାଦ ପ୍ରଦାନ କରାଗଲା l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking