25.1 C
Bhubaneswar
Saturday, February 14, 2026
Homeଓଡିଶାଚାରିଦିନ ଭିତରେ ଆସିବ ଜିପିଆର ରିପୋର୍ଟ : ଆଇନମନ୍ତ୍ରୀ

ଚାରିଦିନ ଭିତରେ ଆସିବ ଜିପିଆର ରିପୋର୍ଟ : ଆଇନମନ୍ତ୍ରୀ

ବ୍ୟୁରୋ: ଜିପିଆର ସର୍ଭେର ଦୁଇ ଚାରି ଦିନରେ ଆସିବ । ରିପୋର୍ଟ ଆସିବା ପରେ ସରକାର ପରବର୍ତୀ ନିଷ୍ପତି ନେବେ ,ଚଟାଣ ତଳେ କିମ୍ବା କାନ୍ଥ ଭିତରେ କିଛି ମୂଲ୍ୟବାନ ରତ୍ନ ଅଛି ସୁନା, ମଣି ମାଣିକ୍ୟ ଥିବାର ସ୍ପଷ୍ଟତା ଆସିଲା ଅବା ସୁଡ଼ଙ୍ଗ ଅଛି, ତେବେ ସରକାର ନିଷ୍ପତି ନେବେ କଣ କରାଯିବ । ରିପୋର୍ଟ ଆସିବା ପରେ ଏଏସଆଈ ଟିମ ପ୍ରସ୍ତୁତ ଅଛନ୍ତି, ସେମାନେ ମରାମତି କାର୍ଯ୍ୟ ଆରମ୍ଭ କରିବେ ଏବଂ ଯଥାଶୀଘ୍ର ଶେଷ କରିବେ । ଏବଂ ଏହାପରେ ରତ୍ନଗୁଡିକ ରତ୍ନ ଭଣ୍ଡାର ଭିତରକୁ ଯିବ ଏବଂ ଗଣତି ମଣତି ଆରମ୍ଭ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking