33.1 C
Bhubaneswar
Sunday, June 22, 2025
Homeଓଡିଶାଏ ବର୍ଷ ଲାଗିବ ୬ କୋଟିର ତାଳ ଗଛ: ଗଣେଶ

ଏ ବର୍ଷ ଲାଗିବ ୬ କୋଟିର ତାଳ ଗଛ: ଗଣେଶ

ଭୁବନେଶ୍ୱର: ବଜ୍ରପାତ ମୃତ୍ୟୁ ରୋକିବା ପାଇଁ ଲଗାଯିବ ତାଳ ଗଛ । ଏନେଇ ପଦକ୍ଷେପ ନିଆଯାଇଥିବା କହିଲେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ପୂର୍ବ ବର୍ଷ ୨୦ଲକ୍ଷ ଗଛ ଲଗାଯାଇ ଟାର୍ଗେଟକୁ ପୂରଣ କରାଯାଇଛି । ଏ ବର୍ଷ ୫ରୁ ୬ କୋଟି ଟଙ୍କାର ତାଳ ଗଛ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking