19.1 C
Bhubaneswar
Sunday, November 17, 2024
Homeଓଡିଶାଆଜିର ଦିନଟି ଆପନଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପନଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ଚନ୍ଦ୍ରଙ୍କ ପ୍ରଭାବରୁ ଦୂର ଯାତ୍ରା କରି ସଫଳ ହେବେ। ବାଧା ସତ୍ୱେ କାର୍ଯ୍ୟରେ ଅଗ୍ରଗତି ହେବେ। ପରକୁ ସାହାଯ୍ୟ କରିବେ। ଅପଦସ୍ତ ହେବେ। ଧନ ସଂଚୟ କରିପାରନ୍ତି।

ବୃଷ : ବୃହସ୍ପତିଙ୍କ ପ୍ରଭାବରୁ ମନ ଦୁର୍ବଳ ହେବ। ଭାତୃ ବିବାଦ ଯୋଗୁଁ ଅଶାନ୍ତି ଉପୁଜିବ। ଶତ୍ରୁ କବଳରୁ ରକ୍ଷା ପାଇବେ। ସୁସ୍ୱାଦ ଖାଦ୍ୟ ପାଇ ଖୁସିହେବେ। ପରିବାରରେ ଅଶାନ୍ତି ଲାଗି ରହିବ।

ମିଥୁନ : ଆଜି ସକାଳୁ ସକାଳୁ ବନ୍ଧୁ ସହଯୋଗରେ ଖୁସି ହେବେ। ପୈତୃକ ସମ୍ପତି ଭାଗ ବଂଟନ ହେବ। ଆମୋଦ ପ୍ରମୋଦରେ ଦିନ କଟିବ। ସାମାନ୍ୟ ଅସୁସ୍ଥତା ଭୋଗି ପାରନ୍ତି।

କର୍କଟ : ପରର ଉଦ୍ଧାର ସୁଜିବାକୁ ଚେଷ୍ଟା କରିବେ। ଅନ୍ୟମନସ୍କତା ହେତୁ କ୍ଷତି ସହିବେ। କାର୍ଯ୍ୟ ସିଦ୍ଧି ପାଇଁ ଲାଗି ପଡ଼ିବେ। ଅର୍ଥଲାଭର ଆଶା ଅଛି। ବିଶୃଙ୍ଖଳା ଦୂରେଇଯିବ।

ସିଂହ : ନୂତନ କର୍ମରେ ମନଦେବେ। ନିଜର ଭାବି କାର୍ଯ୍ୟ କରିବେ। ପ୍ରିୟଜନଙ୍କ ସାହାଯ୍ୟ ପାଇବେ। ପଡ଼ୋଶୀଙ୍କ ସହ ମନୋମାଲିନ୍ୟ ଘଟିବ।

କନ୍ୟା : ଆଜି ନୂତନ ସ୍ଥାନ ଭ୍ରମଣ କରିପାରନ୍ତି। କ୍ଳାନ୍ତି ଅନୁଭବ କରିବେ। କାର୍ଯ୍ୟ ପରିବର୍ତନ ଘଟିବ। ବ୍ୟୟ ବୃଦ୍ଧି ହେତୁ ଚିନ୍ତିତ ହେବେ। ମନ ଦୁର୍ବଳ ରହିବ।

ତୁଳା : ମାନସିକ ଉଦବେଗ ହେବ। ସହଯୋଗ ମିଳିବ ନାହିଁ। ବହୂ ଭ୍ରମଣ କରିବେ। ଧନ ଲାଭ କରିପାରନ୍ତି। କର୍ମକ୍ଷେତ୍ରରେ ସଫଳ ହେବେ। ଦୂରଯାତ୍ରା କରିପାରନ୍ତି।

ବିଛା : ଆଜି ବ୍ୟବସାୟ ଭଲରେ ଚାଲିବ। ଦେହ ସୁସ୍ଥ ରହିବ। ଅଭାବ ହେତୁ କଷ୍ଟ ଭୋଗିବେ। ମନ୍ଦ କାର୍ଯ୍ୟରୁ କ୍ଷତି ସହିବେ। ବ୍ୟସ୍ତତା ବଢ଼ିବ। କାର୍ଯ୍ୟ ହାନି ଘଟିବ।

ଧନୁ : ଆଜି ସକାଳୁ ସକାଳୁ ମିତ୍ର ଲାଭ ଯୋଗ ଅଛି। ଦୂରଯାତ୍ରା କରିପାରନ୍ତି। ଲକ୍ଷ ପୂରଣ ହେବ। ଲୋକ ସମ୍ପର୍କ ବଢ଼ିବ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ।

ମକର : ଅଧିକାରୀ ହୋଇପାରନ୍ତି। ମନ ଅସ୍ଥିର ରହିବ। ବ୍ୟାକୁଳତା ବଢ଼ିପାରେ। କାର୍ଯ୍ୟରେ ବାଧା ଉପୁଜିବ। ଦୂର ସମ୍ପର୍କ ଉପକୃତ ହେବେ। ଦେବଦର୍ଶନରେ ଆନନ୍ଦ ପାଇବେ।

କୁମ୍ଭ : ପରିସ୍ଥିତି ଆୟତରେ ରହିବ। ନିଜ କାର୍ଯ୍ୟରେ ଲାଗି ରହିବେ। ଅଭାବରେ ପଡ଼ିପାରନ୍ତି। ମଧ୍ୟମ ଫଳ ପ୍ରାପ୍ତି ହୋଇପାରେ।

ମୀନ : ଆଜି ଆୟ ବୃଦ୍ଧି ଘଟିବ। ଅନିଶ୍ଚତା ଅନୁଭବ କରିବେ। ଅଯଥା ହନ୍ତସନ୍ତ ହୋଇପାରନ୍ତି। ଯାତ୍ରାଦିରେ ଲାଭବାନ ହେବେ। ସମୟ ଅନୁକୂଳ ରହିବ। ଜଞ୍ଜାଳ ଦୂରେଇଯିବ। ପ୍ରଗତିଶୀଳ ହେବେ। ଅଭାବ ଅନଟନ ଦୂରେଇଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking