30.1 C
Bhubaneswar
Tuesday, June 24, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଯଦି ଅନ୍ଧାର ପରେ ଆଲୋକ, ଯଦି ଘୋର ଅନ୍ଧକାର ରାତ୍ରି ପରେ ରୁଦ୍ର ସ୍ୱରୋପ ସୂର୍ଯ୍ୟଙ୍କର ଉଜ୍ଜଳ କିରଣ ଆମେ ପ୍ରତିଦିନ ଅନୁଭବ କରୁଛୁ. ସେହିପରି ବିଶ୍ୱାସ ରଖିବା ଦରକାର ଜୀବନର ଘୋର ଦୁର୍ଦଶାର ସମୟ ପରଦିନ ସୂର୍ଯ୍ୟଙ୍କର ଉଜ୍ଜଳ କିରଣ ପରି ଜୀବନ ସୁଖ ଓ ସମୃଦ୍ଧିର ଦିନ ଉଦୟ ନିଶ୍ଚୟ ହେଵ ବାସ ନିଜ ଉପରେ ଓ ପରମାତ୍ମା ଉପରେ ଭରଷା କରିବା ନିତ୍ୟାନ୍ତ ଆବଶ୍ୟକ ll
ସଫଳତା ହେଉଛ ଏକ ଯାନ ଯାହାକି ପରିଶ୍ରମ ରୂପକ ଇନ୍ଧନରେ ଚାଲେ କିନ୍ତୁ ସେହି ସମୟରେ ଯାତ୍ରା ଅସମ୍ଭବ ଯେଉଁଥିରେ ସକାରତ୍ମକ ରୂପକ ଇନ୍ଧନ ନଥାଏ ll

ଯିଏ ଜ୍ଞାନୀ ହୋଇଥାଏ ବୁଝେଇ ହେବ, ଯିଏ ଅଜ୍ଞାନୀ ହୋଇଥାଏ ତାକୁ ବି ବୁଝେଇ ହେବ କିନ୍ତୁ ଯିଏ ଅଭିମାନି ତାକୁ ବୁଝେଇବା ସମ୍ଭବ ନୁହେଁ । କେବଳ ସମୟ ହିଁ ତାକୁ ବୁଝେଇ ଦେଇଥାଏ । ଭାଗ୍ୟ ଏବଂ ହୃଦୟ ମଧ୍ୟରେ କେବେ ବି ଭଲ ସମ୍ପର୍କ ନଥାଏ । ଯାହା ହୃଦୟରେ ଥାଏ, ତାହା ହୃଦୟରେ ନଥାଏ ।

ସମୟ ସମସ୍ତ ଙ୍କୁ ମିଳି ଥାଏ, ନିଜ ଜୀବନ କୁ ବଦଳେଇବା ପାଇଁ….

କିନ୍ତୁ

ଜୀବନ କାହାକୁ ଆଉ ଥରେ ମିଳେ ନାହିଁ, ସମୟ କୁ ବଦଳେବା ପାଇଁ….

ଆଜିର ଯୁଗରେ ବିନା ସ୍ୱାର୍ଥରେ କିଏ ତୁମ ସାଙ୍ଗରେ ମିଶିବା ତ ବଡ଼କଥା,ସେ କଥା ବାର୍ତ୍ତା ମଧ୍ୟ କରି ନଥାନ୍ତି,ସେମାନେ ତୁମ ସାଥ କଣ ଦେବେ ଏଣୁ କାହାଠାରୁ ଅଧିକ ଆଶା କର ନାହିଁ।ମନେରଖ ତୁମେ ଯାହା ସହିତ ବେଶି ଜଡ଼ିତ ରହିଥାଅ ସିଏ ହିଁ ତୁମକୁ ଗଭୀର ଆଘାତ ଦେଇଥାଏ।*
“ଯିଏ ତୁମ ପାଖକୁ ଆସି ଅନ୍ୟର ନିନ୍ଦା କରେ ସେ ତୁମ ନାଁ ରେ ବି ଅନ୍ୟ କାହା ପାଖରେ ନିନ୍ଦା କରୁଥିବ,ଏପରି ଲୋକଙ୍କଠୁ ଯେତେ ଦୂରତ୍ୱ ବଜାୟ ରଖିବେ ସେତେ ଭଲରେ ରହିବେ!!”* “ସୁଖ ହେଉଛିି ଏକ ଅନୁଭବ ଯାହାକୁ ସମସ୍ତେ ଖୋଜନ୍ତି,ଦୁଃଖ ହେଉଛି ଏକ ଅନୁଭୂତି ଯାହା ସମସ୍ତଙ୍କ ପାଖରେ ଅଛି !”
ଉଃଆତ୍ମ ଶାନ୍ତି ଜୀବନର ମୁଖ୍ୟ ଉଦ୍ଦେଶ୍ୟ ହେବା ଦରକାର କାରଣ ମଣିଷ ପାଖରେ ଯେତେ ଧନ ଦୌଲତ ଥିଲେ ବି ତାହାର କିଛି ବି ମାନେ ନାହିଁ,ଯଦି ମଣିଷ ପାଖରେ ଶାନ୍ତି ନାହିଁ।*
ଦୀପର କାହାଣୀ ବହୁତ୍ ଅଜବ ହୋଇଥାଏ, ଜଳେବି ତ କାହାକୁ ଆଲୋକ ଦେବା ପାଇଁ ଆଉ ଲିଭେ ବି ତ କାହାକୁ ଶାନ୍ତିର ନିଦ ଦେବା ପାଇଁ !”*
କଠିନ ପରିଶ୍ରମ ଜାରି ରଖିଥାନ୍ତୁ ଦେଖିବେ ଦିନେ ଆପଣ ପଛକୁ ଚାହିଁ ଆଶ୍ଚର୍ଯ୍ୟ ହେବେ ଯେ ଆପଣ ଜୀବନରେ କେତେ ସଫଳତା ପାଇଛନ୍ତି!

ଅଦ୍ୟ ଫେବୃଆରୀ ମାସ ୦୬ ତାରିଖ ୨୦୨୫ ମସିହା (ଗୁରୁବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ମାଘମାସ- ଶୁକ୍ଳପକ୍ଷ
ତିଥି- ନବମୀ ରାତ୍ରି ଘ ୧୧/୦୧ ଗତେ ଦଶମୀ
ନକ୍ଷତ୍ର- କୃର୍ତ୍ତିକା ରାତ୍ରି ଘ ୦୮/୧୨ ଗତେ ରୋହିଣୀ
ଚନ୍ଦ୍ର – ବୃଷ
ଯୋଗ- ବ୍ରହ୍ମ
କରଣ – ବାଳବ
ସୌରମାସ- ମକର ୨୪ ଦିନ ✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୨୪/୧୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୮/୨୨
*✧═════•❁❀
ଯୋଗିନୀ ପୂର୍ବେ ରାତ୍ରି ଘ୧୧/୦୧ ଗତେ ଉତ୍ତରେ
ନବମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବିଛା ରାଶିର ଘାତଚନ୍ଦ୍ର
ତୁଳା ଓ କୁମ୍ଭ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୨/୫୧ ଗତେ ଘ୦୫/୪୦ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ରାତ୍ରି ଘ୧୨/୪୬ ଗତେ ଘ୦୩/୧୭ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୫୮ମଧ୍ୟେ ଓ ଘ୧୧/୧୩ ଗତେ ଘ୦୧/୩୪ ମଧ୍ୟେ

═✧*══•❁❀❁•═════✧
ଅଦ୍ୟ ଲାଉ ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି ।*
✧═════•❁❀❁•═════
ବୃଷ
–ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ସ୍ତରରେ ଖୁସିରେ କାଟିବେ ।*
✧═════•❁❀❁•═════
ମିଥୁନ
-ଏହି ରାଶିର ଲୋକମାନେ ପାଇଁ ଆଜିିି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।*
✧═════•❁❀❁•═════
କର୍କଟ
–ଆଜିିର ଦିନଟି ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧି ପାଇବ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।*
✧═════•❁❀❁•═════
ସିଂହ
– ଆଜିିର ଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ପାଇଁ ଦିବସଟି ବେସ ଉତମ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହୋଇପାରେ । ମହିଳ ଓ ଛାତ୍ରମାନେ କର୍ମ ନିପୂଣ ହେବେ ।*
✧═════•❁❀❁•═════

କନ୍ୟା
– ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣକରିବାର ର୍ଦୁଯୋଗ ରହିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ, ମହିଳା ଓ ଛାତ୍ରଛାତ୍ରୀମାନେ ବିସାଦରେ ଦିନଟି ଅତିବାହିତ କରିବେ ।*
✧═════•❁❀❁•═════
ତୁଳା

–ଆଜି କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ, ତଥାପି ରସାୟନ ସମ୍ବନ୍ଧିୟ ବ୍ୟବସାୟୀ ମାନେ ଶୁଭଫଳ ଅନୁଭବ କରିବେ ।*
✧═════•❁❀❁•═════
ବିଛା
–ଆଜି ଆଜିର ଦିନଟି ବିଳାସ ବେସନରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ବୃଦ୍ଧି ହେବ । ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତ ମାନେ ଶୁଭଫଳ ଅଧିକ ପାଇବେ । ମହିଳାମାନେ ଓ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସୁଖୀ ହେବେ ।*
✧═════•❁❀❁•═════
ଧନୁ
– ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।*
✧═════•❁❀❁•═════
ମକର
– ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ଅଯଥା ବ୍ଯୟ ଯୋଗ ରହିଛି।*
✧═════•❁❀❁•═════
କୁମ୍ଭ
–ଆଜି କର୍ମକ୍ଷେତ୍ରରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ । ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକ ତୃପ୍ତି ବଢିବ । ସନ୍ତାନ ମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇପାରେ । ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ ।*
✧═════•❁❀❁•═════
ମୀନ
–ଆଜି ଦେହ ମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ମହିଳାମାନେ ନିଜକୁ ଗୃହ କାର୍ଯ୍ୟରେ ନିମଗ୍ନ ରଖିବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking