16.1 C
Bhubaneswar
Sunday, December 7, 2025
Homeଓଡିଶାଆଇଡି ବିସ୍ଫୋରଣ: ୨ ଯବାନ ଗୁରୁତର

ଆଇଡି ବିସ୍ଫୋରଣ: ୨ ଯବାନ ଗୁରୁତର

ରାଉରକେଲା:  ଝାଡଖଣ୍ଡ ଜରେଇକେଲା ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ କମ୍ବିଂ ଅପରେସନ ବେଳେ ଆଇଡି ବିସ୍ଫୋରଣ ହୋଇଛି । ସରଣ୍ଡା ଜଙ୍ଗଲରେ ଆଇଡି ବିସ୍ଫୋରଣରେ  ୨ ସିଆରପିଏଫ ଯବାନ ଗୁରୁତର ଆହତ ହୋଇଛନ୍ତିା  ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିଲେ ମଧ୍ୟ ଉନ୍ନତମାନର ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ରାଞ୍ଚି  , କିମ୍ବା ରାଉଲକେଲାକୁ ନିଆଯାଇପାରେ  ା  ପୁଣି ଥରେ ଆଇଡି ବିସ୍ଫୋରଣ ଯେପରି ନହୁଏ , ସେନେଇ ସିଆରପିଏଫ ତରଫରୁ ଅଧିକ ତତ୍ପରତା ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking