18.1 C
Bhubaneswar
Monday, February 9, 2026
Homeଓଡିଶାଫସିଲେ ୟୁଟ୍ୟୁବର ଲବ ହାଁସଦା

ଫସିଲେ ୟୁଟ୍ୟୁବର ଲବ ହାଁସଦା

ଭୁବନେଶ୍ୱର: ପ୍ରେମିକାଙ୍କ ଆତ୍ମହତ୍ୟା ଅଭିଯୋଗ ନେଇ ଫସି ଯାଇଛନ୍ତି ଲବ ହାଁସଦା । ଆତ୍ମହତ୍ୟା ପାଇଁ ଲବଙ୍କୁ ଦାୟୀ କରିଛନ୍ତି ପ୍ରେମିକାଙ୍କ ପରିବାର । ବର୍ତମାନ ପର୍ଯ୍ୟନ୍ତ ଲବ ହାଂସଦା ଧରାଛୁଆଁ ଦେଉନାହାନ୍ତି। ସୋଲୋମୀ ଓ ଲବଙ୍କ ପ୍ରେମ ସମ୍ପର୍କ ବିଷୟରେ ଲବ ନିଜେ ଅନେକଥର ସ୍ୱୀକାର କରିଥିଲେ । ଏବେ ସାମ୍ନାକୁ ଆସିଛି ଆତ୍ମହତ୍ୟା ପୂର୍ବରୁ ଲବଙ୍କୁ କରିଥିବା ସୋଲୋମୀଙ୍କ ଶେଷ ଫୋନ୍ କଲ । । ଘଟଣାଠାରୁ ଦୂରେଇ ରହିବା ଓ ସୋସିଆଲ ମିଡିଆରେ ବି କିଛି ପୋଷ୍ଟ ନକରିବା ଲବଙ୍କ ଭୂମିକାକୁ ଅଧିକ ସନ୍ଦେହ ଘେରକୁ ନେଇଆସିଛି।

ଅନ୍ୟପଟେ ଲବଙ୍କ ବଡ଼ ଭଉଣୀ ଆଶା ମୁର୍ମୁ ଏ ବିଷୟରେ କୌଣସି ସୂଚନା ନ ଥିବା କହିଛନ୍ତି। ସେ ଆହୁରି କହିଛନ୍ତି, “ମୋ ଭାଇ ଦେଶ ବାହାରେ ଅଛି। ଯିଏ ମୃତ୍ୟୁବରଣ କରିଛି ସେ ଦେଶରେ ଥିଲା। କେବଳ ସେ ହିଁ କହିପାରିବେ ଯେ ସେ କାହିଁକି ଏହି ପଦକ୍ଷେପ ନେଇଥିଲେ। ତଦନ୍ତର ଫଳାଫଳ ଯାହା ହେବ ଆମେ ଏହାକୁ ଗ୍ରହଣ କରିବୁ।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking