17.1 C
Bhubaneswar
Monday, December 8, 2025
Homeଓଡିଶାୟୁଟ୍ୟୁବରଙ୍କ ମୃତଦେହ ଉଦ୍ଧାର

ୟୁଟ୍ୟୁବରଙ୍କ ମୃତଦେହ ଉଦ୍ଧାର

ଲମତାପୁଟ: ଡୁଡୁମା ଜଳପ୍ରପାତରେ ୟୁଟ୍ୟୁବରଙ୍କ ମୃତଦେହ ମିଳିଛି। ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରୁ ୩ କି.ମି. ଦୂରରେ ମିଳିଛି ମୃତଦେହ। ଗତ ୨୩ ତାରିଖରେ ଭିଡିଓ ସୁଟିଂ ବେଳେ ଭାସି ଯାଇଥିଲେ ୟୁଟ୍ୟୁବର। ଦୀର୍ଘ ୧୦ ଦିନର ଖୋଜାଖୋଜି ପରେ ଆଜି ମିଳିଲା ୟୁଟ୍ୟୁବରଙ୍କ ମୃତଦେହ। ମୃତଦେହର ମୁଣ୍ଡ ନ ଥିବା ବେଳେ ଗୋଟିଏ ମୋବାଇଲ ଉଦ୍ଧାର ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking