25.1 C
Bhubaneswar
Saturday, February 7, 2026
Homeଓଡିଶାଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ବିଲ ମଝିରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଏୟାରଫିଲ୍ଡ ଥାନା ବିରିବନ୍ଧରୁ  ମୃତଦେହ ମିଳିଛି । କ୍ୟାପିଟାଲ ହସ୍ପିଟାଲକୁ  ଗଳିତ ମୃତଦେହ ଅଣାଯାଇଛି । ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଗାଁ ଲୋକ ଅଭିଯୋଗ ଆଣିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତଜନା ସୃଷ୍ଟି ବୋଇଛି । ପରିବାରରେ ଶୋକାକୁଳ ଅବସ୍ଥା ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking