24.1 C
Bhubaneswar
Friday, February 13, 2026
Homeଓଡିଶାବନ୍ୟା ଜଳରେ ଭାସିଗଲେ ଯୁବକ

ବନ୍ୟା ଜଳରେ ଭାସିଗଲେ ଯୁବକ

କେନ୍ଦୁଝର: ଲଗାତାର ବର୍ଷା ଫଳରେ ବୈତରଣୀ ନଦୀ ଜଳସ୍ତର ବଢ଼ିବାରେ ଲାଗିଛିଏହି ସମୟରେ ଏକ ବଡ ଅଘଟଣ ଖବର ସାମ୍ନାକୁ ଆସିଛି। ବୈତରଣୀ ବନ୍ୟା ପାଣିରେ ଭାସିଗଲେ ଯୁବକ । ଶୌଚ ହେବାକୁ ଯାଇଥିବାବେଳେ ଭାସିଗଲେ । ଶୌଚ ହେବାକୁ ଯାଇଥିବାବେଳେ ଭାସିଗଲେ । ନିଖୋଜ ଯୁବକ ଚାନ୍ଦକୁଡା ଗାଁର ସନ୍ତୋଷ ଜେନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking