26.1 C
Bhubaneswar
Wednesday, February 4, 2026
Homeଓଡିଶାଯୁବକଙ୍କ ଆତ୍ମହତ୍ୟା

ଯୁବକଙ୍କ ଆତ୍ମହତ୍ୟା

କଣାସ: କଣାସ ବ୍ଲକ ଅନ୍ତର୍ଗତ ଗଡିସାଗୋଦା ଥାନା ପରିସରଭୁକ୍ତ ବାଦୁରାବର ଗ୍ରାମର ଅନିଲ ମହାପାତ୍ର(୨୭) ଗତକାଲି ରାତ୍ରରେ ଦଉଡ଼ିଦେଇ ଆତ୍ମହତ୍ୟା କରିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।

ଘଟଣାରୁ ପ୍ରକାଶ ଯେ ଅନିଲ ଗତକାଲି ରାତ୍ରରେ ଖାଇ ସାରିବା ପରେ ଘରୁ ବାହାରକୁ ଆସିଥିଲେ। ଆଉ ଘରକୁ ଫେରିନଥିଲେ ସକାଳୁ ଗଛରେ ଏକ ଦଉଡ଼ି ସାହାଯ୍ୟରେ ଝୁଲୁଥିବା ଲୋକମାନେ ଦେଖିବାକୁ ପାଇଥିଲେ। ପୁଲିସକୁ ଖବର ଦେବା ପରେ ଗଡିଶାଗୋଦା ଥାନା ଆଇଆଇସି ଦୁର୍ଗାଚରଣ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking