16.1 C
Bhubaneswar
Saturday, December 6, 2025
Homeଓଡିଶାଯୁବକକୁ ତଣ୍ଟି ଚିପି ହତ୍ୟା: ୨ ଗିରଫ

ଯୁବକକୁ ତଣ୍ଟି ଚିପି ହତ୍ୟା: ୨ ଗିରଫ

ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଦେଦହ ଗ୍ରାମରେ ଅଜୁ ପ୍ରଧାନ ନାମକ ଜଣେ ବ୍ୟକ୍ତି ଗ୍ରାମ ପୋଖରୀକୁ ଶୌଚ କରିବାକୁ ଯାଇଥିଲା ବେଳେ ସେହି ଗ୍ରାମର ଦୁଇ ଜଣ ବ୍ୟକ୍ତି ଅଜୁର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଦୁଇ ଅଭିଯୁକ୍ତଙ୍କୁ ଖପ୍ରାଖୋଲ ପୋଲିସ ଗିରଫ କରିଛି। ଏହି ଦୁଇ ବ୍ୟକ୍ତି ଧର୍ମୁ ମାଝୀ ଓ କର୍ଡୁ ମାଝୀ । ଅଧିକ ତଥ୍ୟ ପାଇଁ ପୋଲିସ ତଦନ୍ତ ଜାରି ରଖିଛି । ମୋବାଇଲ ପାଇଁ ଦୁହେଁ ହତ୍ୟା କରିଥିବା ସୂଚନା ଦେଇଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking