27.1 C
Bhubaneswar
Monday, December 8, 2025
Homeଓଡିଶାଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ବରଗଡ: ବରଗଡ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା କରିଥିବା ନେଇ ସୂଚନା ମିଳିଛି । ସୋହେଲ ଥାନା ହଳଦୀପାଲି ପେଟ୍ରୋଲ ଥାନା ହଳଦୀପାଲି ପୋଟ୍ରେଲ ପମ୍ପରେ ଘଟିଛି ଏହି ହତ୍ୟାକାଣ୍ଡ । ଖବର ପ୍ଧବ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ । କିଏ ଓ କାହିଁକି ହତ୍ୟା କଲା ସେନେଇ ତଦନ୍ତ କରୁଛି ପୋଲିସ । ଘଟଣା ଘଟାଇବା ପରେ ଦୁର୍ବତ୍ତ ଫେରାର୍ ହୋଇଯାଇଛି । ତେବେ ଆକ୍ରମଣର ଦୃଶ୍ୟ ସିସଟିଭିରେ କଏଦ୍ ହୋଇଛି । ସିସିଟିଭିରେ କଏଦ୍ ଭିଡିଓ ଯାଞ୍ଚ କରି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking