22.1 C
Bhubaneswar
Sunday, February 15, 2026
Homeଓଡିଶାଦନ୍ତା ଆକ୍ରମଣରେ ଯୁବକ ଗୁରୁତର

ଦନ୍ତା ଆକ୍ରମଣରେ ଯୁବକ ଗୁରୁତର

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ଶରଧାପାଲି ଗାଁରେ  ନିଜ କ୍ଷେତରେ କାମ କରୁଥିବା  ବେଳେ ଘନଶ୍ୟାମ ବେଶନ ନାମକ ଯୁବକଙ୍କୁ  ହାତୀ ଆକ୍ରମଣ କରିଥିଲା ।  ଏହା ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ  ପ୍ରଥମେ ସୁନ୍ଦରଗଡ ମେଡିକାଲ ଓ ତାପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି ।  ଏହି ଅଞ୍ଚଳରେ  ଗୋଟିଏ ମାସରୁ ଅଧିକ ହୋଇଯିବ ଦନ୍ତାଟି ରହି ଚାଷବାଷ ନଷ୍ଟ କରିବା ସହ  ଏବେ ମଣିଷଙ୍କୁ ବି  ଆକ୍ରମଣ କରିବାରେ ଲାଗିଛି ।  ଏଥିରେ ସ୍ଥାନୀୟ ଅଞ୍ଚଳରେ  ଭୟର ବାତାବରଣ ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking