23.1 C
Bhubaneswar
Saturday, February 14, 2026
Homeଓଡିଶାନଈ ମଝିରୁ ହେଲିକପ୍ଟରରରେ ଯୁବକ ଉଦ୍ଧାର

ନଈ ମଝିରୁ ହେଲିକପ୍ଟରରରେ ଯୁବକ ଉଦ୍ଧାର

ମାଲକାନଗିରି:  ୨୪ ଘଣ୍ଟା  ପରେ ନଈ ମଝିରୁ ହେଲିକପ୍ଟରରେ ଯୁବକ ଉଦ୍ଧାର ହୋଇଛନ୍ତି । ମାଟାପାକା ପଞ୍ଚାୟତ କତାମାଟେରୁ ନିକଟସ୍ଥ ସାବେରୀ ନଦୀରୁ ଉଦ୍ଧାର କରାଯାଇଛି । ମଝି ନଈରୁ ଉଦ୍ଧାର କରିଛନ୍ତି  ଛତିଶଗଡ ପୋଲିସ ଓ ମୁତୟନ ହୋଇଥିବା ସିଆରପିଏଫ । କତାମାଟେରୁ ପାଖରୁ ଡଙ୍ଗାରେ  ସୁକମା ଯିବା ବେଳେ ସ୍ରୋତରେ ଫସିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking