16.1 C
Bhubaneswar
Tuesday, December 9, 2025
Homeଓଡିଶାଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା

ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା

ଗଞ୍ଜାମ: ଗାଁ ଦାଣ୍ଡରେ ସଂଘବଦ୍ଧ ଭାବେ ଯୁବକଙ୍କୁ  ପିଟିପିଟି ହତ୍ୟା କରାଯାଇଛି । ଶେରଗଡ ଥାନା ଗୋଠ ଗାଁରେ ବିଳମ୍ବିତ ରାତିରେ  ହତ୍ୟାକାଣ୍ଡ  କରାଯାଇଛି । ଗଣେଶ ପୂଜା ଭସାଣି ଚାଲିଥିବା ବେଳେ ବଚସାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସୂଚନା ପାଇ ସ୍ଥାନୀୟ ଲୋକଙ୍କ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking