22.1 C
Bhubaneswar
Friday, December 5, 2025
Homeଓଡିଶାଯୁବକଙ୍କ ତଣ୍ଟି କାଟି ହତ୍ୟା

ଯୁବକଙ୍କ ତଣ୍ଟି କାଟି ହତ୍ୟା

ଚିତ୍ରକୋଣ୍ଡା: ମାଲକାନଗିରିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଚିତ୍ରକୋଣ୍ଡା ସ୍ଥିତ ଦୈନିକ ବଜାରରେ ଯୁବକଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ନେଇ ଖବର ମିଳିଛି । ବଜାରରେ ଶୋଇଥିବା ବେଳେ ତଣ୍ଟିକାଟି ଦେଲା ମାନସିକ ବିକାରଗସ୍ତ ବ୍ୟକ୍ତି । ନିଶାସକ୍ତ ଅବସ୍ଥାରେ ତଣ୍ଟି କାଟିଥିବା ସନ୍ଦେହ କରାଯାଉଛିଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking