28.1 C
Bhubaneswar
Thursday, February 5, 2026
Homeଓଡିଶାସୁକତେଲ ନଦୀରେ ଯୁବକ ନିଖୋଜ

ସୁକତେଲ ନଦୀରେ ଯୁବକ ନିଖୋଜ

ପାଟଣାଗଡ଼: ପାଟଣାଗଡ଼ରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସୁକତେଲ ନଦୀରେ ଫଟାମୁଣ୍ଡା ଗାଁର ଜଣେ ଯୁବକ ନିଖୋଜ ଥିବା ନେଇ ସୂଚନା ମିଳିଛିସୂଚନା ଅନୁସାରେ, ଗାଧେଇବାକୁ ଯାଇଥିବା ବେଳେ ନିଖୋଜ ହୋଇ ଯାଇଛନ୍ତି ଯୁବକ। ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଛି ପୋଲିସ ଓ ଅଗ୍ନିସମବାହିନୀମିଳିତ ଭାବେ ଖୋଜାଖୋଜି କରୁଛନ୍ତି ଲରମ୍ୱା ଥାନା ପୋଲିସ ଓ ଅଗ୍ନିଶମ କର୍ମଚାରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking