ଜଗତସିଂହପୁର: ବ୍ରିଜ ଉପରୁ ନଦୀକୁ ଡେଇଁ ଯୁବକ ନିଖୋଜ । ଶିଖର ଘାଟ ସେତୁ ଉପରୁ ନଦୀକୁ ଡେଇଁ ପଡିଲେ ଯୁବକ । ଏଭଳି ଅଭାବନୀୟ ଘଟମା ଜଗତସିଂହପୁର ଜିଲ୍ଲାରେ ଦେଖିବାକୁ ମିଳୁଛି । କେଉଁ କାରଣରୁ ନଦୀକୁ ଡେଇଁଲେ ତାହା ସ୍ପଷ୍ଟ ହୋଇନି । ନାଉଗାଁ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାଯ୍ୟ ଜାରି ରଖିଛି । ନିଖୋଜ ଯୁବକ ବଛାଳ ଗାଁର ହୋଇଥିବା ସୂଚନା ମିଳିଛି ।









